STORYMIRROR
କେବେ...
କେବେ କେବେ ଭାବେ...
କେବେ କେବେ...
“
କେବେ କେବେ ଭାବେ କହିଦେବି ତତେ
ଏ ମନରେ ଯାହା କିଛି ଅଛି,
କେବେ ମୋର ଭାବନା ରାଇଜରେ ଘୂରିବୁଲୁ,
ପୁଣି କେବେ ସ୍ବପ୍ନ ର ଉଆସ ରେ
ଏକାନ୍ତ ରେ ବସି ବସି ଆଙ୍କି ଦିଏ ପୁଣି
ତୋର ସେ ହସ ହସ ଛବି ।
”
239
More oriya quote from Anita Jena
Download StoryMirror App