STORYMIRROR
କୌଣସି...
କୌଣସି କାର୍ଯ୍ୟ...
କୌଣସି...
“
କୌଣସି କାର୍ଯ୍ୟ ଆରମ୍ଭ ପୂର୍ବରୁ ଲୋକମାନେ ବିଭିନ୍ନ ପ୍ରକାରର କଥା ନିଶ୍ଚୟ କହିବେ। କେତେକ ଉତ୍ସାହିତ କରିବେ, ତ କେହି ନିରୁତ୍ସାହିତ ବି, କିନ୍ତୁ ସେସବୁକୁ ପଛରେ ପକାଇ ଦୃଢ଼ ଅବିଚଳିତ ଭାବରେ କାର୍ଯ୍ୟ ଟିକୁ ସମ୍ପନ୍ନ କର, ସଫଳତା ତ ନିଶ୍ଚୟ ପାଇବ। ଆଉ ଦେଖିବ ତୁମକୁ ନିରୁତ୍ସାହିତ କରୁଥିବା ଲୋକେ ମଧ୍ୟ ତୁମର ଗୁଣଗାନ କରିବେ।
✍️ ରାମ
”
305
More oriya quote from Ramachandra Bhutia
Download StoryMirror App