STORYMIRROR
କାର୍ତ୍ତ...
କାର୍ତ୍ତିକ ମାସରେ...
କାର୍ତ୍ତିକ...
“
କାର୍ତ୍ତିକ ମାସରେ ପଞ୍ଚକ ପଡେ
ଫୁଲ,ମୁରୁଜରେ ଚଉଁରା ବୁଡେ
ହବିଷ ଭାତକୁ ଓଉ ଡାଲମା
କି ବଖାଣିବି ମୁଁ ତାର ମହିମା
କଞ୍ଚା କଦଳୀକୁ ବନ୍ତଳ ଆଳୁ
ଖୁସିରେ ଏବର୍ଷ ପଞ୍ଚକ ସରୁ
Writer Roja........
”
63
More oriya quote from Writer Roja Panda
Download StoryMirror App