STORYMIRROR
ଜରାଶ୍ରମ...
ଜରାଶ୍ରମ ରେ କଟାଇ...
ଜରାଶ୍ରମ ରେ...
“
ଜରାଶ୍ରମ ରେ କଟାଇ ଥିବା ଏକ ଅନୂଭୁତୀ ମୁଁ ଲେଖୁଅଛି, ଜଣେ ଉଚ୍ଚ ପଦସ୍ଥ ଅଫିସର ଙ୍କର କରୁଣ କାହାଣୀକୁ ଶୁଣିଲା ବେଳେ ମୋର ଚକ୍ଷୁ ଲୋତକ ଭରା ହୋଇଥିଲା, ତାଙ୍କ ପାଖରେ ସବୁ ଥାଇ ମଧ୍ୟ ସେ ପତ୍ନୀଙ୍କର ମୃତ୍ୟୁ ପରେ ଅସହାୟ ମନେ କରୁଥିଲେ କାରଣ ପୁତ୍ରବଧୂ ର ବ୍ୟବହାର ଅସହାୟ ଥିଲା ତେଣୁ ସେ ଜରାଶ୍ରମକୁ ଆଶ୍ରୟସ୍ଥଳୀ କରିଛନ୍ତି, ଆମେ ମାନେ ଆଜିର ଯୁଗରେ ଏହି ଚଳନ୍ତି ଠାକୁର ଙ୍କୁ ସ୍ନେହ ମମତା ଭକ୍ତି ସହକାରେ ପୂଜା କରିବା ଉଚିତ୍।
”
193
More oriya quote from Basanti Pattnaik
Download StoryMirror App