STORYMIRROR

#"ଜନ୍ମ...

#"ଜନ୍ମ ଦିନରେ ମୋର ଜଣେ ପଡୋଶୀ ଆଇ ମୋତେ ପାଖକୁ ଡାକିଲେ ଓ ଜହ୍ନ କୁ ଦେଖେଇ କହିଲେ ଏହା କୁ ଦେଖି କଣ ଶିଖୁଛୁ? ମୁଁ ନ ବୁଝିବାରୁ ସେ କହିଲେ ଏହି ଜହ୍ନ ପରି ଆମେ ବଢ଼ିବା ତାପରେ ଛିଣ୍ଡି ବିଲୀନ ହୋଇଯିବା, ସେହି ଦିନ ଠାରୁ ମୁଁ ସବୁ ଜନ୍ମ ଦିନରେ ଏହି କଥା ଟି ମନେ ପକାଏ।"

By Basanti Pattnaik
 332


More oriya quote from Basanti Pattnaik
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments