STORYMIRROR

#"ଜନ୍ମ...

“ #"ଜନ୍ମ ଦିନରେ ମୋର ଜଣେ ପଡୋଶୀ ଆଇ ମୋତେ ପାଖକୁ ଡାକିଲେ ଓ ଜହ୍ନ କୁ ଦେଖେଇ କହିଲେ ଏହା କୁ ଦେଖି କଣ ଶିଖୁଛୁ? ମୁଁ ନ ବୁଝିବାରୁ ସେ କହିଲେ ଏହି ଜହ୍ନ ପରି ଆମେ ବଢ଼ିବା ତାପରେ ଛିଣ୍ଡି ବିଲୀନ ହୋଇଯିବା, ସେହି ଦିନ ଠାରୁ ମୁଁ ସବୁ ଜନ୍ମ ଦିନରେ ଏହି କଥା ଟି ମନେ ପକାଏ।" ”

By Basanti Pattnaik
 333


More oriya quote from Basanti Pattnaik
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments