STORYMIRROR
ଜୀବନରେ...
ଜୀବନରେ ତ ଅନେକ...
ଜୀବନରେ ତ...
“
ଜୀବନରେ ତ ଅନେକ ଶିକ୍ଷକଙ୍କ ସାନ୍ନିଧ୍ୟ ଲାଭ କରିଛି
ହେଲେ ଭୁଲି ପାରିନି ସେ ତିନିଜଣ
ଶ୍ରେଷ୍ଠ ଶିକ୍ଷକଙ୍କୁ ।।
ପ୍ରଥମ ଭୋକିଲା ପେଟ ଯିଏ
ଖାଦ୍ୟ ସଂଗ୍ରହ କରିବା ପାଇଁ ବୁଦ୍ଧି ବିଦ୍ୟା ପ୍ରଦାନ କଲା,
ବଞ୍ଚିବାର ରାହା ଶିଖେଇଲା ।
ଦ୍ବିତୀୟ ଖାଲି ପକେଟ ଯିଏ
ପ୍ରତ୍ୟେକ ସୋପାନର ଆବଶ୍ୟକତା କୁ ଉଣା ଅଧିକେ
ଉପେକ୍ଷା କରିବା ଶ୍ରେୟସ୍କର ବୋଲି ଶିଖେଇଲା ।।
ଆଉ ତୃତୀୟ ହେଲା ଭଙ୍ଗା ହୃଦୟ
ଯିଏ ସମ୍ପର୍କ/ବିଶ୍ବାସ ମଧ୍ୟରେ ଥିବା
ସମନ୍ୱୟର ପରିଭାଷା ଶିଖେଇଥିଲା ।।
”
20
More oriya quote from Anjana Naik,Deogarh
Download StoryMirror App