STORYMIRROR

"ଜୀବନରେ...

"ଜୀବନରେ ସମସ୍ୟା ଯେତେ ବି ଥାଉ ନା କାହିଁକି ଚିନ୍ତା କଲେ ତାହା ଦ୍ୱିଗୁଣ ହୋଇଯାଏ । ନୀରବ ରହିଲେ ତାହା ଅଧା କମିଯାଏ । ଧର୍ଯ୍ୟ ରଖିଲେ ତାହା ସମ୍ପୂର୍ଣ୍ଣ ସମାପ୍ତ ହୁଏ ଏବଂ ଭଗବାନଙ୍କୁ ପ୍ରାର୍ଥନା କଲେ ତାହା ସୁଖରେ ପରିଣତ ହୋଇଯାଏ। \"ଜୟ ଜଗନ୍ନାଥ\" ଶୁଭ ସକାଳ

By Sanjay Prusty
 332


More oriya quote from Sanjay Prusty
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments