STORYMIRROR
ହତ୍ଯା...
ହତ୍ଯା କଣ ଖାଲି...
ହତ୍ଯା କଣ...
“
ହତ୍ଯା କଣ ଖାଲି ଶରୀର ର ହୁଏ??
ଅନେକ ସ୍ବପ୍ନ ହତ୍ଯା କରି କିଛି ସ୍ବପ୍ନ ସହ ମଣିଷ ଧାଏଁ..
ଅନେକ ଇଚ୍ଛା,ଆଶା ହତ୍ଯା ପରେ ସମ୍ପର୍କ ରହେ,
ଅନେକ ଭାବନା ହତ୍ଯା କରି ମଣିଷ ବ୍ଯବହାର ଦେଖାଏ,
ହତ୍ଯାତ ହୁଏ ଆହୁରି ଅନେକ..
ଶରୀର ହତ୍ଯାତ ଥରକେ ସରେ,
ହେଲେ ବାକି ସବୁ ନିଇତି ମାରେ..
”
355
More oriya quote from PrajnaParamita Aparajita
Download StoryMirror App