STORYMIRROR

ହୃଦୟପୁର...

ହୃଦୟପୁର ବଜାରରେ ମୁଁ- ଅନ୍ତର ଭିତରୁ ଲୁହ,କ୍ରୋଧ, ଭୟ ଏ ସବୁ ତ ବାହାରି ଆସେ ବିନା ଦିଗ୍ଧାରେ। ଆଛା,ତେବେ ହସଟା କଣ ଏତେ ମାହାଙ୍ଗା ? ଖୋଜି ବାହାରିଲି ହୃଦୟପୂର ବଜାରକୁ କ୍ଳାନ୍ତ ହେଲାଣି ବୁଲି ବୁଲି ଅଥଚ ମିଳୁ ନାହିଁ। ଯାହାବି ମିଳୁଛି ସବୁ ନକଲି। ଠିକ ଅଛି କିଛି ନ ମିଳିଲା ନାହିଁ ଲୁହ ଟିକେ ନେଇଯିବି ମୋ ମୃତ୍ୟୁ ଦିନ ପାଇଁ।

By Monalisa Maharana
 25


More oriya quote from Monalisa Maharana
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments