STORYMIRROR
ହଁ ରେ...
ହଁ ରେ ଜୀବନ ତୁ...
ହଁ ରେ ଜୀବନ...
“
ହଁ ରେ ଜୀବନ ତୁ ଯନ୍ତ୍ରଣା ନା,
ତୋ ଯନ୍ତ୍ରଣା ଯୁଆରେ ବୁଡ଼ି ଯିବି ସିନା
ଡରି ଯାଇ କେବେ ହାରିବି ନାହିଁ,
ରୁଧିର ବକ୍ଷରେ କୂଳ ମୁଁ ଛୁଇଁବି,
ତୋର ଲହରୀ ତରଙ୍ଗ ଲଙ୍ଘିବି ମୁହିଁ..!
@ଇନ୍ଦ୍ରଧନୁର ରଂଗ..🌷
”
172
More oriya quote from Debadatta Jena
Download StoryMirror App