ଗୁରୁ ଯେ...

ଗୁରୁ ଯେ କେବଳ ମାନବ ରୂପରେ ହୋଇପାରନ୍ତି ସେମିତି କିଛି ନାହି। ପୁସ୍ତକ କିମ୍ବା ପ୍ରକୃତି ମଧ୍ଯ ଗୁରୁଙ୍କ ସ୍ଥାନ ନେଇ ପାରନ୍ତି। ଯାହାଠାରୁ ଆମେ କିଛି ଶିଖି ପାରୁଛେ ସେ ହେଲେ ଗୁରୁ।

By Biswajit Jena
 301


More oriya quote from Biswajit Jena
25 Likes   0 Comments
23 Likes   0 Comments
14 Likes   0 Comments
20 Likes   0 Comments