STORYMIRROR

ଗୁରୁ:-ନିଜକୁ...

ଗୁରୁ:-ନିଜକୁ ଗଢେଇନେବାର ତପସ୍ୟା ସମ୍ଭବ କେବଳ ନିଷ୍ଠାପର ଆକଟ ଡରାଣ ବେତ କଷ୍ଟାସାଧ୍ୟ ବିଦ୍ୟା ସହୃଦୟ ପ୍ରେମ ପୁଣି ଅସମୟ ଦୁର୍ଭାଗ୍ୟରେ ଜୀବନକୁ ଦୃଢକରି ନିଜକୁ ସଠିକ୍ ନିର୍ଣ୍ଣୟ ନେବାର ମୋଡ ଉପରେ ଠିକ୍ ନିଷ୍ପତି ନେବାର ଅଂକାବଂକା ବିନ୍ଧାଣୀ ଭାବୁଥିବା ମୋ ମନର ମାପଦଣ୍ଡ ,ଏବେ ଦରାଣ୍ଡୁଛି ସେହି ଚାଟ

By pratap nayak
 54


More oriya quote from pratap nayak
2 Likes   0 Comments