STORYMIRROR

ଗାଁ ଘର...

ଗାଁ ଘର 🛖 କାଲି ଯଦି ଯାଇ ପଚାରିବି ସେଠି ଦୁଆରେ ଶବ୍ଦ କରି, ଏଇ ଘରେ ଯିଏ ରହୁଥିଲା ଦିନେ ତାକୁ ଟିକେ ଡାକ ବୋଲି, ଦୁଆର କବାଟ ଖୋଲିଯିବ ଆପେ ଘର ଥିବା ନିଛାଟିଆ, ରହୁଥିବା ସ୍ଥାନେ କେହି ନଥିବେ ଘର ଏବେ ଏକୁଟିଆ ..... bhagyalaxmi

By Bhagya Laxmi Mishra
 15


More oriya quote from Bhagya Laxmi Mishra
0 Likes   0 Comments
1 Likes   0 Comments
1 Likes   0 Comments