STORYMIRROR

ଏଠି...

ଏଠି ବଞ୍ଚିବାର ମାନେ କଣ ? ସୁଖର ଅଭାବରେ ଦୁଃଖକୁ ଆପଣେଇବା। ପୀୟୂଷ ଭାବି ଜହରକୁ ଆକଣ୍ଠ ପାନକରିବା। ପ୍ରେମର ଦ୍ୱାହି ଦେଇ ଦେହ ସହ ଖେଳିବା ପରେ, ଜନ୍ତ୍ରଣର ସଙ୍ଗୀତ ଗାନ କରି ପାଗଳ ହୋଇଯିବା। ପ୍ରକୃତରେ ବଞ୍ଚିବାର ମନେ କଣ ? ମାଆ, ବାପାଙ୍କ ଆଖିର ଲୁହକୁ ଓଠର ହସରେ ଯଦି ପରିଣତ କରିପାରିବା ତେବେ ଜୀବନରେ କିଛି ସାର୍ଥକତା ରହିବ।

By Monalisa Maharana
 312


More oriya quote from Monalisa Maharana
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments