STORYMIRROR

ଦୁନିଆର...

ଦୁନିଆର ସବୁଠାରୁ ସୁନ୍ଦର ଓ ବଡ଼ ଚାକିରୀ ( ନିଜ ମନ ମୁତାବକ ) ସେ ହେଉଛି - ଗୃହିଣୀ ହେବା। ହଁ, ଅନେକ ପ୍ରଶ୍ନ ବାଣ ବିସ୍ଫୋରଣରେ ବେଳେ ବେଳେ ଦୁଃଖ ଲାଗେ, କିନ୍ତୁ ନିଜ ଛୁଆମାନଙ୍କର ହସ ହସ ମୁହଁକୁ ଥରେ ଦେଖିଦେଲେ, ପୁଣି ସବୁ ସ୍ବାଭାବିକ ହୋଇଯାଏ। ©ଶୁଭଲକ୍ଷ୍ମୀ ୧୧ ଡିସେମ୍ବର ୨୦୧୯

By Subhalaxmi Nayak
 48


More oriya quote from Subhalaxmi Nayak
27 Likes   0 Comments
0 Likes   0 Comments
0 Likes   0 Comments
1 Likes   0 Comments
1 Likes   0 Comments