STORYMIRROR
ଦୁନିଆଁଟ...
ଦୁନିଆଁଟା ଏବେ ଏତେ...
ଦୁନିଆଁଟା...
“
ଦୁନିଆଁଟା ଏବେ ଏତେ ସ୍ୱାର୍ଥପର
ବିଶ୍ୱାସର ନାହିଁ ସ୍ଥାନ,
ଉପକାର ତୁମେ ଯାହାପାଇଁ କର
ସେହି କାଟିନେବ କାନ,
ବୁଦ୍ଧିଯେ ହେଲାଣି ବାମ
ହାତେ ମାପି ବାଟ ଚାଖଣ୍ଡେ ଚାଲୁଥା
ରହିଥାଅ ସାବଧାନ |
ମଧୁସ୍ମିତା
”
22
More oriya quote from Madhusmita Prusty
Download StoryMirror App