STORYMIRROR

ଦୁନିଆକୁ...

ଦୁନିଆକୁ ଆସିବା ପାଇଁ ମା ଦରକାର। ଘର କରିବାକୁ ସ୍ତ୍ରୀ ଦରକାର। ରାକ୍ଷୀ ବାନ୍ଧିବାକୁ ଭଉଣୀ ଦରକାର। ମା ସ୍ତ୍ରୀ ଓ ଭଉଣୀ ବିନା ଦିନିଆ ଅନ୍ଧାର। ହେଲେ ଝିଅ ଜନ୍ମ କରିବାକୁ କିଆ ଏତେ ଡର? ଝିଅ ଟିଏ ହେଲେ ସିନା କାହାର ମା ସ୍ତ୍ରୀ ଓ ଭଉଣୀ ହୋଇପାରିବ। ଝିଅ ନଥିଲେ କେମିତି ରହିବ ଏ ସଂସାର?

By Priyanka Dash
 323


More oriya quote from Priyanka Dash
2 Likes   0 Comments
24 Likes   0 Comments
24 Likes   0 Comments
19 Likes   0 Comments
28 Likes   0 Comments