STORYMIRROR

ଦୁଃଖ...

“ ଦୁଃଖ ସେତେବେଳେ ହୁଏନି,ଯେତେବେଳେ କୌଣସି ସମୟ ଗଡିଯାଏ,କୌଣସି ବ୍ୟକ୍ତି ବା ଜିନିଷକୁ ଆମେ ହରେଇ ଦେଉ ବରଂ ଦୁଃଖ ସେତେବେଳେ ହୁଏ,ଯେବେ ତା'ର ଅସ୍ତିତ୍ବ ନଥିବା ବେଳେ ତା'ର ମୂଲ୍ୟ କି ଅଭାବ ଆମକୁ ଜଣାପଡେ.... ”

By TAPASWINI BEHERA
 328


More oriya quote from TAPASWINI BEHERA
0 Likes   0 Comments