STORYMIRROR

ଦେହ ସିନା...

“ ଦେହ ସିନା ମିଶି ଯାଏ ମଶାଣି ଭୂଇଁ ରେ..... ନଦୀ ସିନା ସୁଖୀ ଯାଏ ମରୁ ନିଆଁ ରେ...... ଚନ୍ଦ୍ର ସିନା ଲୁଚି ଯାଏ ସୂର୍ଯ୍ୟ ଆଲୋକ ରେ..... ଲୁହ ସିନା ମରି ଯାଏ ଓଠ ଅଗଣା ରେ...... କୋହ ସିନା ଲୁଚି ଯାଏ ବକ୍ଷ ଛାଇ ତଳେ..... ହେଲେ ବନ୍ଧୁ ବଞ୍ଚି ରହେ ବନ୍ଧୁତା ସମ୍ପର୍କ ରେ...... ହୃଦୟର ରକ୍ତ କବର ରେ... :-parbati pradha ”

By sarada com.2020
 410


More oriya quote from sarada com.2020
28 Likes   0 Comments
11 Likes   0 Comments
27 Likes   0 Comments
17 Likes   0 Comments
12 Likes   0 Comments