STORYMIRROR
ଦେହ...
ଦେହ ସିନା ମିଶି...
ଦେହ ସିନା...
“
ଦେହ ସିନା ମିଶି ଯାଏ ମଶାଣି ଭୂଇଁ ରେ.....
ନଦୀ ସିନା ସୁଖୀ ଯାଏ ମରୁ ନିଆଁ ରେ......
ଚନ୍ଦ୍ର ସିନା ଲୁଚି ଯାଏ ସୂର୍ଯ୍ୟ ଆଲୋକ ରେ.....
ଲୁହ ସିନା ମରି ଯାଏ ଓଠ
ଅଗଣା ରେ......
କୋହ ସିନା ଲୁଚି ଯାଏ ବକ୍ଷ
ଛାଇ ତଳେ.....
ହେଲେ ବନ୍ଧୁ ବଞ୍ଚି ରହେ ବନ୍ଧୁତା ସମ୍ପର୍କ ରେ......
ହୃଦୟର ରକ୍ତ କବର ରେ...
:-parbati pradha
”
410
More oriya quote from sarada com.2020
Download StoryMirror App