STORYMIRROR
*ଦେବତା କିଏ...
*ଦେବତା କିଏ...
*ଦେବତା କିଏ...
“
*ଦେବତା କିଏ ଅଟନ୍ତି ?*
ସମାଜକୁ ଦେଉଥିବା, ସମାଜର ସହାୟତା ଓ ସୁରକ୍ଷା ପ୍ରଦାନ କରିବାବାଲାଙ୍କୁ ହିଁ ଦେବତା ମନେ କରାଯାଇଛି, ଦେବତା ସେ ଅଟନ୍ତି, ଯିଏ ଅନ୍ୟକୁ ଦେଇଥାନ୍ତି । ଯେଉଁ ବ୍ୟକ୍ତି ନିଜ ଜ୍ଞାନାଗ୍ନିଦ୍ୱାରା ନିଜର ସମସ୍ତ କଷାୟ କଳ୍ମଷକୁ ଜଳାଇ ଦେଇ ନିଜେ ଆଲୋକବାନ ହୁଏ, ଅନ୍ୟର ଅନ୍ଧକାରମୟ ଜୀବନକୁ ଆଲୋକିତ କରେ, ନିଜ ଜ୍ଞାନଦ୍ୱାରା ଅନ୍ୟର ଭୁଲ-ଭଟକାକୁ ମାର୍ଗ ଦେଖାଏ ତଥା ଏହି ପ୍ରକାର ସାରା ସମାଜର ସତ୍ୟପଥ ପ୍ରଦର୍ଶକ ପାଲଟିଯାଏ, ତାଙ୍କୁ ହିଁ “ ଦେବତା” ମନେ କରାଯାଏ।
ଯି
”
220
More oriya quote from Sanjay Prusty
Download StoryMirror App