Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer
ଚାଲିଗଲ ତୁମେ...

ଚାଲିଗଲ ତୁମେ ଚିର ଦିନ ପାଇଁ ହେଇଗଲ ଧ୍ରୁବ ତାରା ତୁମରି ସକାଶେ କାହିଁ କେତେ ପିଲା ଗଢନ୍ତି ଜୀବନ ପରା || ରହିଗଲ ତୁମେ ଅସଂଖ୍ୟ ହୃଦୟେ ପଟ୍ଟା କରିନେଲ ଜାଗା ଥରୁଟିଏ କଥା ହେଇପାରିଲିନି ଏଡ଼େ ବଡ ହତଭାଗା || :-ରମାକାନ୍ତ ବେହେରା ଆମର ପ୍ରିୟ Santosh sir

By Ramakanta Behera
 288


More oriya quote from Ramakanta Behera
26 Likes   0 Comments
16 Likes   0 Comments
21 Likes   0 Comments
30 Likes   0 Comments
25 Likes   0 Comments