STORYMIRROR
ଚାଲିଗଲ...
ଚାଲିଗଲ ତୁମେ ଚିର...
ଚାଲିଗଲ ତୁମେ...
“
ଚାଲିଗଲ ତୁମେ ଚିର ଦିନ ପାଇଁ
ହେଇଗଲ ଧ୍ରୁବ ତାରା
ତୁମରି ସକାଶେ କାହିଁ କେତେ ପିଲା
ଗଢନ୍ତି ଜୀବନ ପରା ||
ରହିଗଲ ତୁମେ ଅସଂଖ୍ୟ ହୃଦୟେ
ପଟ୍ଟା କରିନେଲ ଜାଗା
ଥରୁଟିଏ କଥା ହେଇପାରିଲିନି
ଏଡ଼େ ବଡ ହତଭାଗା ||
:-ରମାକାନ୍ତ ବେହେରା
ଆମର ପ୍ରିୟ Santosh sir
”
294
More oriya quote from Ramakanta Behera
Download StoryMirror App