STORYMIRROR

ବ୍ୟକ୍ତିତ୍ୱ...

ବ୍ୟକ୍ତିତ୍ୱ ବିହୀନ ମଣିଷ ବ୍ୟକ୍ତି ନୁହେଁ, ମାନବିକତା ବିହୀନ ମଣିଷ ମାନବ ନୁହେଁ, ଅଲୌକିକ ପ୍ରତିଭା ବିହୀନ ମଣିଷ ଲୋକ ନୁହେଁ ଆଉ ନିଷ୍ଠା ରହିତ ମଣିଷ ନର ନୁହେଁ । ସେ ଯାହା ହେଉନା କାହିଁକି ସ୍ନେହ, ଶ୍ରଦ୍ଧା, ମମତା, ଆଦର ବିହୀନ ମଣିଷର ଜୀବନ ଜୀବନ ଶୂନ୍ୟ ନୁହେଁ ତ ଆଉ କ'ଣ

By Sanjay Prusty
 197


More oriya quote from Sanjay Prusty
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments