STORYMIRROR

"#ବୃଦ୍ଧାଶ୍ରମ...

"#ବୃଦ୍ଧାଶ୍ରମକୁ ଯେତେବେଳେ ମାତୃ ଦିବସରେ ସେମାନଙ୍କର ମୁହଁ ରେ ଟିକିଏ ହସ ଫୁଟାଇବାକୁ ପହଞ୍ଚିଲି, ସେମାନେ ଭୋ ଭୋ ହୋଇ ଅଶୃ ଝରାଇ ଥିଲେ ଓ କହିଲେ ଆମେ ତ ଅଲୋଡା ସେଥିପାଇଁ ଆମ ‌ସନ୍ତାନ ମାନେ ଆମକୁ ଏଠାରେ ଛାଡ଼ି ଦେଇଛନ୍ତି, ମୁଁ ସେତେବେଳେ ଭାବୁଥିଲି ସମଗ୍ର ପୃଥିବୀ ମାତୃ ଦିବସ ପାଳନ କରୁଛନ୍ତି ଆଜି ବହୁ ମାଆ ଅବହେଳିତ ଅବସ୍ଥାରେ ଅଛନ୍ତି, ଧନ୍ୟ ସେହି ସନ୍ତାନ।"

By Basanti Pattnaik
 393


More oriya quote from Basanti Pattnaik
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments