STORYMIRROR

"#ବୃଦ୍ଧାଶ୍ରମ...

“ "#ବୃଦ୍ଧାଶ୍ରମକୁ ଯେତେବେଳେ ମାତୃ ଦିବସରେ ସେମାନଙ୍କର ମୁହଁ ରେ ଟିକିଏ ହସ ଫୁଟାଇବାକୁ ପହଞ୍ଚିଲି, ସେମାନେ ଭୋ ଭୋ ହୋଇ ଅଶୃ ଝରାଇ ଥିଲେ ଓ କହିଲେ ଆମେ ତ ଅଲୋଡା ସେଥିପାଇଁ ଆମ ‌ସନ୍ତାନ ମାନେ ଆମକୁ ଏଠାରେ ଛାଡ଼ି ଦେଇଛନ୍ତି, ମୁଁ ସେତେବେଳେ ଭାବୁଥିଲି ସମଗ୍ର ପୃଥିବୀ ମାତୃ ଦିବସ ପାଳନ କରୁଛନ୍ତି ଆଜି ବହୁ ମାଆ ଅବହେଳିତ ଅବସ୍ଥାରେ ଅଛନ୍ତି, ଧନ୍ୟ ସେହି ସନ୍ତାନ।" ”

By Basanti Pattnaik
 393


More oriya quote from Basanti Pattnaik
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments