STORYMIRROR

#"ବୋଉ,...

#"ବୋଉ, ମୁଁ ପିଲା ବେଳେ ପାଠପଢ଼ା କୁ ନେଇ ବହୁତ ମିଛ ବାହାନା କରୁଥିଲି, ଦିନେ ତୁମେ ଏହି ମିଛକୁ ଧରି ମୋର ପିଠି ରେ ଦୁଇଟି ବିଧା ଦେଇଥିଲ ଓ ପାଖରେ ବସାଇ ବାଘ ଆସିଲା ଗପ କହିଥିଲ, ବିଭିନ୍ନ ଗପ ମାଧ୍ୟମରେ ଆମ ଜୀବନ ଶୈଳୀ କୁ ଗଢିଥିଲ, ସତ୍ୟ ବଚନ, ସତ୍ ପଥ ଅମୋଘ ଅସ୍ତ୍ର ବୋଲି ସୂଚେଇ ଥିଲ, ତୁମେ ହିଁ ଜୀବନର ପ୍ରଥମ ଗୁରୁ, ଚଳନ୍ତି ଦେବୀ ମା। "

By Basanti Pattnaik
 284


More oriya quote from Basanti Pattnaik
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments