STORYMIRROR

ବିଶ୍ୱାସ...

“ ବିଶ୍ୱାସ ଗୋଟିଏ ବିଶାଳ ବଟବୃକ୍ଷ କିନ୍ତୁ ମିଥ୍ୟା ସାମାନ୍ୟ କୁରାଢ଼ୀ, ଗୋଟେ କୁରାଢ଼ୀ ଚୋଟ ବୃକ୍ଷ ର କିଛି କ୍ଷତି କରିନପାରେ କିନ୍ତୁ ବାରମ୍ବାର ସେଇ ସାମାନ୍ୟ କୁରାଢ଼ୀ ଚୋଟ ପଡ଼ିଲେ ବୃକ୍ଷ ଭୂପତିତ ହେବାପରି ବାରମ୍ବାର ମିଛ କହିବା ଦ୍ଵାରା ଅତୁଟ ବିଶ୍ୱାସ ବି ଦିନେ ମୂଳୋତ୍ପାଟିତ ହୋଇଥାଏ ”

By Ramachandra Bhutia
 329


More oriya quote from Ramachandra Bhutia
25 Likes   0 Comments
22 Likes   0 Comments
15 Likes   0 Comments
30 Likes   0 Comments
17 Likes   0 Comments