STORYMIRROR
ବିବାହର...
ବିବାହର ୧ବର୍ଷ ପରେ...
ବିବାହର...
“
ବିବାହର ୧ବର୍ଷ ପରେ ସ୍ୱାମୀ ସ୍ତ୍ରୀ କୁ ଧଳା ଗୋଲାପ ଟିଏ ଆଣି ଦେଲା । ସ୍ତ୍ରୀ- ଆରେ, ତୁମେ ଲାଲ ଗୋଲାପ କାହିଁକି ଦେଲନି ଯେ, ଏହା ପ୍ରେମର ପ୍ରତୀକ।🌷🌷🌷🌷 ସ୍ୱାମୀ- ଶୁଣ, ଏବେ ପ୍ରେମଠାରୁ ଜୀବନରେ ଶାନ୍ତିର ଖୁବ ଆବଶ୍ୟକତା ଅଛି।😉😉😉😉😉
”
221
More oriya quote from Sanjay Prusty
Download StoryMirror App