STORYMIRROR

ଭାବ୍'ସିଁ...

ଭାବ୍'ସିଁ ଏନ୍ତା ଗୁଟେ ଦିନ୍ ଆଏତା, ସୁରୁଜ୍ ଖିସେଇ ମୁହୁଁ ମୁଡ୍'ତା, ପାନିର୍ ବଦ୍'ଳେଁ ଇନ୍ଦର୍ ରଜା ଫୁଲ୍ ଝିଟ୍'ତା, ଇ ଦୁନିଆଁ ରହେତା ଏକ୍ ଦମ୍ ଚୁପ୍, ଧର୍'ତୀ ନେତା ରାଜ୍ ଉଆସର୍ ରୂପ୍, ସରଗୁଁ ଖସ୍ ଖସ୍ ସିଡ଼ି ପଡ୍'ତା, ପୁନିଁ ଜହ୍ନର୍ ଉକିଆ ନେଇ ହଲି ଝୁଲି ଫେର୍ ଘାଏ ମୋର୍ ମାଁ ଆଏତା, ଭାବ୍'ସିଁ ଏନ୍ତା ଗୁଟେ ଦିନ୍ ଆଏତା ।। ଅଭୟ ସରାପ୍ ଯୋଖିପାଲି, ବିଜେପୁର, ବରଗଡ,

By Abhaya Kumar Sarap
 32


More oriya quote from Abhaya Kumar Sarap
1 Likes   0 Comments
1 Likes   0 Comments