STORYMIRROR

ବେଳେବେଳେ...

ବେଳେବେଳେ ଭାବେ ଗୋଲାପ ବଗିଚା ରେ ବସି ପ୍ରତିଟି ପାଖୁଡ଼ା ରେ ତୁମ ନାଁ ଲେଖିବି, ହେଲେ ପୁଣି ଭାବେ କେମିତି ସେ ଗୋଲାପ କୁ ତୁମ ନାଁ ରେ କରିଦେବି , ତା ପ୍ରିୟ ର ପ୍ରଜାପତି ଦେଖି ଅଭିମାନ କରିବ ନାହିଁ ତ !

By Anita Jena
 248


More oriya quote from Anita Jena
0 Likes   0 Comments
1 Likes   0 Comments
0 Likes   0 Comments
0 Likes   0 Comments
1 Likes   0 Comments