STORYMIRROR
ବେଳେବେଳ...
ବେଳେବେଳେ ଭାବେ...
ବେଳେବେଳେ...
“
ବେଳେବେଳେ ଭାବେ ଗୋଲାପ ବଗିଚା ରେ ବସି ପ୍ରତିଟି ପାଖୁଡ଼ା ରେ ତୁମ ନାଁ ଲେଖିବି,
ହେଲେ ପୁଣି ଭାବେ କେମିତି
ସେ ଗୋଲାପ କୁ ତୁମ ନାଁ ରେ କରିଦେବି ,
ତା ପ୍ରିୟ ର ପ୍ରଜାପତି ଦେଖି ଅଭିମାନ କରିବ ନାହିଁ ତ !
”
248
More oriya quote from Anita Jena
Download StoryMirror App