STORYMIRROR

ବାପା , ଯିଏ...

ବାପା , ଯିଏ ସ୍ନେହ ଆଦର ରେ ନୁହେଁ ଗାଳି କରି ଦିଅନ୍ତି ପ୍ରେରଣା , ବାପା ଯିଏ କୋଳରେ ବସେଇ ଗେଲ କରନ୍ତି ନାହିଁ ହେଲେ ଦୁନିଆ ଆଗରେ ପ୍ରଶଂସା ରେ ପୋତି ଦିଅନ୍ତି ନିଜ ପିଲା ମାନଙ୍କୁ । ବାପା , ଯିଏ ଦେହର ସବୁ ଝାଳ ବୁହାଇ ଦିଅନ୍ତି ପିଲାମାନଙ୍କର ସବୁ ସ୍ଵପ୍ନ କୁ ପୂରଣ କରିବା ପାଇଁ ।

By Anita Jena
 322


More oriya quote from Anita Jena
0 Likes   0 Comments
1 Likes   0 Comments
0 Likes   0 Comments
0 Likes   0 Comments
1 Likes   0 Comments