STORYMIRROR

"ବାଲ୍ୟକାଳରେ...

"ବାଲ୍ୟକାଳରେ ଯେତେବେଳେ ଲାଇନ୍ କଟିଯାଏ ମୁଁ ବୋଉ ର ପଣତ କାନି କୁ ଧରି ଛୁପିଯାଏ, ସତେ ଯେପରି ଭୂତ ଆସିଲେ ମୋ ବୋଉ ଲଢେ଼ଇ କରି ହରାଇ ଦେବ ଏହି ବିଶ୍ବାସ ଥିଲା, ସବୁ ‌ସନ୍ତାନ ମାନଙ୍କ ପାଇଁ ତାଙ୍କ ମାଆ ସବୁଠାରୁ ଶକ୍ତିଶାଳୀ ମଣିଷ ଅଟେ।"

By Basanti Pattnaik
 355


More oriya quote from Basanti Pattnaik
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments