STORYMIRROR

"ବାଲ୍ୟକାଳରେ...

“ "ବାଲ୍ୟକାଳରେ ଯେତେବେଳେ ଲାଇନ୍ କଟିଯାଏ ମୁଁ ବୋଉ ର ପଣତ କାନି କୁ ଧରି ଛୁପିଯାଏ, ସତେ ଯେପରି ଭୂତ ଆସିଲେ ମୋ ବୋଉ ଲଢେ଼ଇ କରି ହରାଇ ଦେବ ଏହି ବିଶ୍ବାସ ଥିଲା, ସବୁ ‌ସନ୍ତାନ ମାନଙ୍କ ପାଇଁ ତାଙ୍କ ମାଆ ସବୁଠାରୁ ଶକ୍ତିଶାଳୀ ମଣିଷ ଅଟେ।" ”

By Basanti Pattnaik
 355


More oriya quote from Basanti Pattnaik
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments
0 Likes   0 Comments