STORYMIRROR

ଅସୀମ ଏହି...

ଅସୀମ ଏହି ଶବ୍ଦ ତୁମର ମନେ ଅଛି କଥା ତୁମର ସ୍ୱାର୍ଥ ଏ ଦୁନିଆ ର କିଏ ଯେ ଏଠି ସମ୍ପର୍କ ର? ଭୁଲି ଯାଇଥିଲା ମନ ଯେ ମୋର ଭାବିଥିଲି ଗଢିବି ସେତୁ ସମ୍ପର୍କ ର ହୋଇଗଲି ଶେଷେ ଶିକାର ଉପହାସ ର ରହି ନାହିଁ ତ ଏକା ଜୀବନ ମୋର "ସ୍ମୃତି " ହୋଇ ଆଜିବି ଚାଲିଛ ବାଟ ତୁମେ ହାତ କୁ ଧରି ମୋହର ଅପେକ୍ଷା ଖାଲି ଶାନ୍ତ ସେହି ଶେଷ ପ୍ରଶ୍ୱାସ ଘାତ ବିଶ୍ୱାସ ର....

By Keshabb Nayak
 


More oriya quote from Keshabb Nayak
0 Likes   0 Comments