STORYMIRROR

ଅରିନ୍ଦମ...

ଅରିନ୍ଦମ ଭାଇ ମନେ ପଡ ମନେ ପଡ , ଅରିନ୍ଦମ ଭାଇ, କାଇଁ ଗଲ ଦୂରେଇ ଲୁହ ଦେଇ ,ଚାଲିଗଲ ଅରିନ୍ଦମ ଭାଇ , କାଇଁ-------------- ,ତମ ପାଇଁ ଆଜି ଓଡିଶା କାନ୍ଦୁଛି ,ତମ ପାଇଁ ଆଜି ଦୁନିଆ ଝୁରୁଛି , କର୍ମ କର ସବୁ ଭୁଲିଯାଇ , ମନେ ପଡ ଅରିନ୍ଦମ ଭାଇ, କାଇଁ ଗଲ ଦୂରେଇ

By Manjulata Das
 93


More oriya quote from Manjulata Das
0 Likes   0 Comments
0 Likes   0 Comments
0 Likes   0 Comments
19 Likes   0 Comments
14 Likes   0 Comments