STORYMIRROR

ଅନ୍ୟ ଭୁଲ...

ଅନ୍ୟ ଭୁଲ ଯିଏ କହିଥାଏ ସିଏ ନିଜେ ଠିକ କରେ ନାହିଁ ଯିଏ ନିଜେ ରହେ ସନ୍ଦେହ ପ୍ରବାହେ ତା' ପାଇଁ ଶାନ୍ତି କାହିଁ ମିଛ ଏ ଜଗତ ଲାଗେ ତାକୁ ସତ ଶେଷେ ଯାଏ ମିଛ କହି ସେଇ ମିଛ ପଛେ ଯାଏ ମିଛେ ମିଛେ ଜୀବନ ସାରା ଗୋଡ଼ାଇ (ଜୟଶ୍ରୀ ପାତ୍ର )

By Jayashree patra
 266


More oriya quote from Jayashree patra
0 Likes   0 Comments
8 Likes   0 Comments
26 Likes   0 Comments
17 Likes   0 Comments
26 Likes   0 Comments