STORYMIRROR
ଅଙ୍କେଇ...
ଅଙ୍କେଇ ବଙ୍କେଇ...
ଅଙ୍କେଇ...
“
ଅଙ୍କେଇ ବଙ୍କେଇ ବହିଯାଉଥିବା ତଟିନୀ ସେ,
ଅଛି ନିଜ ଅସ୍ତିତ୍ଵ ଅନ୍ୱେଷଣ ପଥେ,
ଦଣ୍ଡେ ନିମିଷେ ସ୍ଥାଣୁ ରହିନି ଚାଲିଛି ସେ ଅବିରତେ,
ଲୋଡେ ନାହିଁ ସେ କାହାରି ସାହାରା ସେ ତ ସ୍ଵଂୟ ସମ୍ପର୍ଣ୍ଣା ଅଟେ।
”
28
More oriya quote from Swaruparani Sahoo
Download StoryMirror App