STORYMIRROR

ଅନେକ ଦିନ...

ଅନେକ ଦିନ ତଳର କଥା ଥରେ ମହର୍ଷି ବ୍ୟାସଦେବ ଅରଣ୍ୟ ମଧ୍ୟ ଦେଇ କୌଣସି ଏକ ଦୂର ସ୍ଥାନକୁ ଯାଉଥାଆନ୍ତି । ପଥର ଉଭୟ ପାର୍ଶ୍ବ ଅସଂଖ୍ୟ ଖଜୁରି ଗଛରେ ପୂର୍ଣ୍ଣ ହୋଇ ରହିଥାଏ । ଗ୍ରୀଷ୍ମଋତୁ ହୋଇଥିବାରୁ ସେଥିରେ ସୁନାରଙ୍ଗର ଫଳଗୁଡ଼ିଏ ପାଚି ପେନ୍ଥା ପେନ୍ଥା ହୋଇ ଝୁଲୁଥାଏ । ସେଗୁଡ଼ିକ ବେଶ୍ ରମଣୀୟ ଦିଶୁଥାଏ । ସେହି ଅରଣ୍ୟରେ ଜଣେ ଲୋକ ତା’ର ଏକମାତ୍ର ପୁତ୍ର ସହିତ ବାସ କରୁଥାଏ । ବ୍ୟାସଦେବ ସେହି ପଥ ଅତିକ୍ରମ କଲାବେଳେ ଗୋଟିଏ ଅତି ଅଦ୍ଭୁତ ଦୃଶ୍ୟ ଦେଖି ସ୍ଥିର ହୋଇ ରହିଗଲେ ।

By ଅମିତ୍ କୁମାର ସେଠୀ
 21


More oriya quote from ଅମିତ୍ କୁମାର ସେଠୀ
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments
1 Likes   0 Comments