STORYMIRROR
"ଆଶା...
"ଆଶା ସବୁ ପାଲଟି...
"ଆଶା ସବୁ...
“
"ଆଶା ସବୁ ପାଲଟି ଯାଉଛନ୍ତି ନିର୍ମମ ଆଶଙ୍କା-
ବିଶ୍ୱାସ ବି ପାଲଟେ କୁହୁଡ଼ି,
ଜେଜାଣି କାହିଁକି ଆଉ କାହା ସ୍ୱର
ଦେଉନି ଆଶ୍ୱାସନା-
ନିଃଶ୍ୱାସ ନିଜର ପାଖେ ତୋଳୁଛି ଲହଡ଼ି ।"
”
40
More oriya quote from Manoj Manmay
Download StoryMirror App