STORYMIRROR
ଆମେ ଭାଇ...
ଆମେ ଭାଇ...
ଆମେ ଭାଇ...
“
ଆମେ ଭାଇ ଭାଇ
ସାଙ୍ଗ ହୋଇ ସ୍କୁଲ ଯାଉ
ସ୍କୁଲରେ ସାଙ୍ଗ ହୋଇ ଖେଳୁ
ଏକାଠି ମିଶି ଖେଳୁ ସାଙ୍ଗ ହୋଇ
ଏବେ ବି ଭାଇ
ତୋ କଥା ମନେ ପଡୁଛି
ଭାଇ ଭୁଲି ପାରୁନି
ପିଲା ବେଳେରେ
ତୋ ସେଇ ଦିନ ଖୁସିକୁ
ଏବି ସ୍ମୃତି ରେ ରଖିଛି ଭାଇ
ସେ ଦିନ ର ସ୍ମୃତି ଗୋଡ଼ିକ
ଭାଇ ତୁ କେବେ ଆଉ ଆସିବୁ
ସେଇ ଦିନ ପାଇଁ
ମୁଁ ତୋତେ ଅପେକ୍ଷା କରିଛି....
”
28
More oriya quote from ଅମିତ୍ କୁମାର ସେଠୀ
Download StoryMirror App