STORYMIRROR
ଆମେ...
ଆମେ ଭାବୁଥିବା ଫୁଲ...
ଆମେ...
“
ଆମେ ଭାବୁଥିବା ଫୁଲ ସହର ଟି
ବାସ୍ତବରେ ଏକ କଣ୍ଟା ଭରା ଅରଣ୍ୟ.
ଏ କଥା ବା ଆମେ ଜାଣିବା କେମିତି
ଅନ୍ଧ ସମ ଯେ ଆମ ଅନ୍ତର ନୟନ.
ସତ ମିଛ ଛଳ ଲୁଚକାଳି ଖେଳ
ଛଡାଇ ନିଏ ଆପଣାର ସବୁ ବଳ.
ନ୍ୟାୟ ଅନ୍ୟାୟ ଯେ ନପାରେ ପରଖି
ଜୀବନର ନିର୍ଜନ ପଥେ ସେହି ଦୁଃଖି.
”
104
More oriya quote from Sasmita Mohanty
Download StoryMirror App