STORYMIRROR
#"ଆମ...
#"ଆମ ହିନ୍ଦୁ ଧର୍ମ...
#"ଆମ ହିନ୍ଦୁ...
“
#"ଆମ ହିନ୍ଦୁ ଧର୍ମ ରେ ନାରୀ ଟି ସ୍ବାମୀ କୁ ହରାଇଲା ପରେ ତାର ଉପରେ ବିଧବା ତ୍ବ ର କେତେକ କୁ ପ୍ରଥା ଲଦି ଦିଆଯାଏ,ସେ ଅନିଚ୍ଛା ସତ୍ତ୍ବେ ଏହାକୁ ଗ୍ରହଣ କରିଥାଏ.. ଯାହା ତାର ଆତ୍ମା କୁ କଷ୍ଟ ଦେଇଥାଏ, ଏବେ କେତେକାଂଶରେ ନାରୀ ଏହି ନିୟମକୁ ଉଲଙ୍ଘନ କରି ସଧବା ନାରୀ ଋପରେ ବଞ୍ଚିବା ଶିଖୁଛନ୍ତି, ଏହାହିଁ ପ୍ରକୃତରେ ନିଜକୁ ଭଲପାଇବା ର ଉଦାହରଣ ସୃଷ୍ଟି କରିଛି"
”
250
More oriya quote from Basanti Pattnaik
Download StoryMirror App