STORYMIRROR

ଆଲୋ...

“ ଆଲୋ ରଙ୍ଗବତୀ ମୋ ମନର ସାଥି କାହିଁକି ଋଷିଛୁ କହ, ବିରାଡ଼ି ପରିକା ରଡ଼ି ଛାଡ଼ୁ ଏକା ଶୁଖେଇଛୁ କିଆଁ ମୁହଁ? ଅଭିଷେକ ପଣ୍ଡା ”

By Abhisek Panda
 326


More oriya quote from Abhisek Panda
10 Likes   0 Comments