STORYMIRROR
ମା' ର...
ମା' ର ମମତା,ବାପା...
ମା' ର...
“
ମା' ର ମମତା,ବାପା ଙ୍କ ସ୍ନହ ଭରା ଶାସନ
ସୁସ୍ଥ ପରିବେଶ,ସୁନ୍ଦର ସଂସ୍କାର ତଥା ଜ୍ଞାନ
ଗାଁ ର ଧୂଳି ଖେଳ,ହୃଦୟେ ଉଚିତ ସ୍ୱାଭିମାନ
ଦେଇଥିଲେ ସଚ୍ଚା ପ୍ରେମର ଶ୍ରଦ୍ଧାଭରା କିରଣ
ସୁରକ୍ଷିତ ନିଶ୍ଚୟ ଶିଶୁର ଭବିଷ୍ୟ ଜୀବନ
”
347
More english quote from Purnima Prusty
Similar english quote from Inspirational
Download StoryMirror App