STORYMIRROR
ଭୁଲି ଜାରେ ମନ...
ଭୁଲି ଜାରେ ମନ...
ଭୁଲି ଜାରେ...
“
ଭୁଲି ଜାରେ ମନ ତାକୁ
. କାଇଁ ଭାବୁଚୁ ସେଇ ପ୍ରେମକୁ
କାଢି ଦେ ମନ ରୁ ତାକୁ
. ପୋଛି ଦେ ସବୁ ସ୍ମୃତିକୁ
ସ୍ମୃତି ଏକ ଏମିତ ଜିନିଷ
. ପ୍ରତିଦିନ ଦିଅ କଷ୍ଟ
ସେଇ କଷ୍ଟ ସାରା ଜୀବନ ରହିବ
. ଜୀବନ କୁ କରିଦେବ ନଷ୍ଟ
ପ୍ରେମ ସିନା ତା ପାଇଁ ଅଢ଼େଇ ଦିନ
. ସେ କଣ ବୁଝିବ ପ୍ରେମ ର ବଳିଦାନ
ଆସିଥିଲା ଦିନେ କୁଣିଆ ହୋଇ
. ସ୍ୱାର୍ଥ ସରିଗଲା ଯିବା ବାଟ କଡେଇ
ମରୀଚିକା ପଛେ ଭ୍ରମିତ ହେ
”
37
More english quote from Malaya Behera
Download StoryMirror App