Kumar Mrutyunjay
Literary Colonel
86
Posts
71
Followers
6
Following

ସାହିତ୍ୟପ୍ରେମୀ

Share with friends
Earned badges
See all

ସଂସ୍କୃତ ରେ ଶ୍ଳୋକ ଅଛି, ଯିଏ ଉତ୍ସବ, ବ୍ୟସନ, ଦୁର୍ଭିକ୍ଷ, ରାଷ୍ଟ୍ର ବିପ୍ଳବ, ରାଜଦ୍ୱାରେ ସ୍ମଶାନ ରେ ସଦା ବେଳେ ଛାଇ ପରି ଆମ ପାଖରେ ଛିଡା ହୁଏ ସିଏ ହିଁ ବନ୍ଧୁ ପଦବାଚ୍ୟ.

ସାତ୍ତ୍ଵିକ ଖାଦ୍ୟ, ମଣିଷ କୁ ହୃଷ୍ଟପୁଷ୍ଟ କରିବା ସହ ଶାନ୍ତି ସଂଯମତା ଓ ଧୈଯ୍ୟ ପ୍ରଦାନ କରେ.

ଟଙ୍କା, ସିଧା କୁ କରିଦିଏ ବଙ୍କା,ଆଜିକାଲି ସମାଜ ନିକିତିରେ ଟଙ୍କା ବଟକରା ରେ ତଉଲା ଯାଏ ସମସ୍ତ କିଛି.

"ମ" ଅକ୍ଷର ଟା ସତେ କେଡେ ମଧୁର, ମାଆ, ମମତା ମାତୃଭୂମି ଓ ମାତୃଭାଷା, ଆଦ୍ୟ ଅକ୍ଷର "ମ". ମାତୃଭାଷା ଶବ୍ଦ ଅପେକ୍ଷା ଭାବ ରେ ଅଧିକ ବ୍ୟକ୍ତ ହୁଏ.

ସଙ୍ଗୀତ, ଅଶାନ୍ତ ହୃଦୟର ତୃପ୍ତି ପାଇଁ ବଳିଷ୍ଠ ଏକ ମାଧ୍ୟମ.

ହୃଦୟର ପରିଭାଷା କୁ ଅକ୍ଷର ରେ ବାସ୍ତବ ରୂପାୟନ ଦେବା କଷ୍ଟସାଧ୍ୟ, ହୃଦୟ କେବଳ ଭାବ କୁ ହିଁ ବୁଝେ.

ଜୀବନ ମାନେ ହିଁ ସଂଘର୍ଷ, ସଂଘର୍ଷ ମାନେ ହିଁ ଜୀବନ, ଜୀବନ ଓ ସଂଘର୍ଷ ଦୋଛକି ରେ ଯିଏ ସେତୁ ଗଢ଼େ ସେ ହିଁ ମଣିଷ.


Feed

Library

Write

Notification
Profile