Tamanna Nanda
Literary Captain
5
Posts
0
Followers
1
Following

I'm Tamanna and I love to read StoryMirror contents.

Share with friends
Earned badges
See all

ହଁ କେବେ ସ୍ୱପ୍ନରେ ଭାସିଛି, ସ୍ମୃତି ରେ ବି ବୁଡିଛି, ପୁଣି କଳ୍ପନାରେ ବି ପହଁରିଛି, କିନ୍ତୁ ସେ ସବୁରୁ ପାଇଥିବା "ଆରମ୍ଭ" ର "ଇତି" ଟାକୁ ଆଜିବି ଖୋଜୁଛି।

ସେଦିନ ସେ ବଖାଣୁଥିଲା କଣ ସବୁ ତା ଆଗାମୀ ଆଭିଜାତ୍ୟ, ଆଉ କେହି ଜଣେ ବୁଝାଇଦେଲା.... ବର୍ତ୍ତମାନ ଟା ବି ଟିକେ ପରେ ଅତୀତ, ଆଉ ସ୍ବପ୍ନ ସବୁ ସ୍ମୃତି, ହେଲା ପରେ ସତ।


Feed

Library

Write

Notification
Profile