Rashmita Bhatta
Literary Captain
10
Posts
1
Followers
0
Following

love to read more

Share with friends
Earned badges
See all

ମୁଁ ଆଗରୁ ସ୍ୱାର୍ଥପର ନ ଥିଲି କିଛି ନିଜ ଲୋକ ମୋତେ ସ୍ୱାର୍ଥପର ହେବା ଶିଖେଇ ଦେଲେ ରଶ୍ମିତା ।।

कभी-कभी ऐसा लगता है कि एक अलग दुनिया में समाजाऊॅ लेकिन फिर न जाने क्यों एकबार पिछे मुड लेती हूं

ଜୀବନ ଟା ଏକ ଉତ୍ତପ୍ତ ମରୁଭୂମି ଆଶା ତାର ମରୀଚିକା । ରଶ୍ମିତା

ଯେ ଯେଉଁପରି ଫଳ ଭୁଞ୍ଜାଏ ସେ ସେହିପରି କର୍ମଫଳ ପାଏ । ରଶ୍ମିତା

ସବୁବେଳେ ଅନ୍ୟମାନଙ୍କ ପାଇଁ ଷଡ଼ଯନ୍ତ୍ର କରୁଥିବା ଲୋକ ଙ୍କୁ ସ୍ୱୟଂ ଭଗବାନ ମଧ୍ୟ କ୍ଷମା କରନ୍ତି ନାହିଁ ରଶ୍ମିତା

ସବୁ ସଂପର୍କ ଏଠି ଦେବାର ନେବାର ନଦେଲେ ନ ନେଲେ କେହି ନୁହଁନ୍ତି କାହାର ରଶ୍ମିତା


Feed

Library

Write

Notification
Profile